ଯୋଗୀର ଆତ୍ମଚରିତ ପୁସ୍ତକର ନିଃଶୁଳ୍କ କପିଟିଏ ପାଆନ୍ତୁ

ଏତେ ବର୍ଷ ପରେ ମଧ୍ୟ, ପରମହଂସ ଯୋଗାନନ୍ଦଙ୍କ ଜୀବନ କାହାଣୀ, ଯୋଗୀର ଆତ୍ମଚରିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତର ପ୍ରାଚୀନ ଯୋଗ ଧ୍ୟାନ ଶିକ୍ଷାକୁ ପରିଚିତ କରାଇ ଆସୁଛି। ଭାରତୀୟ ସୀତାର ବାଦକ, ସ୍ୱର୍ଗତ ରବି ଶଙ୍କର; ସ୍ୱର୍ଗତ ଆପଲ୍ ସିଇଓ ଷ୍ଟିଭ୍ ଜବ୍ସ; ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନ୍ୟାନ୍ୟ ଅନେକଙ୍କ ପରି ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏହି ପୁସ୍ତକ ସାରା ବିଶ୍ୱର ପାଠକମାନଙ୍କୁ ଅନୁପ୍ରାଣିତ କରିଆସୁଛି। ପଚାଶରୁ ଅଧିକ ଭାଷାରେ ମୁଦ୍ରିତ, ଏହାକୁ “ବିଂଶ ଶତାବ୍ଦୀର 100ଟି ଶ୍ରେଷ୍ଠ ଆଧ୍ୟାତ୍ମିକ ପୁସ୍ତକ” ମଧ୍ୟରୁ ଗୋଟିଏ ଭାବରେ ମୂଲ୍ୟାଙ୍କିତ କରାଯାଇଛି।

ଆମେ ବର୍ତ୍ତମାନ ଯୋଗୀର ଆତ୍ମଚରିତର ଇ-ପୁସ୍ତକର ଏକ ନିଃଶୁଳ୍କ କପି ପ୍ରଦାନ କରୁଛୁ। ଦୟାକରି ଆପଣଙ୍କର ଇମେଲ୍ ଠିକଣା ଏବଂ ଆପଣଙ୍କର ପସନ୍ଦିତ ଭାଷା ସେୟାର କରନ୍ତୁ, ଏବଂ ଆମେ ଆପଣଙ୍କୁ ନିଃଶୁଳ୍କ କପି ଇମେଲ୍ କରିବୁ।

ନିଃଶୁଳ୍କ ଇପୁସ୍ତକ ଡାଉନଲୋଡ଼ କରନ୍ତୁ

(ଅଫର କେବଳ ଭାରତ, ନେପାଳ ଏବଂ ଶ୍ରୀଲଙ୍କାରେ ଉପଲବ୍ଧ - ବୈଧତାର ତାରିଖ)

ଆପଣଙ୍କ ଠିକଣା ଆଦି ସେୟାର୍ କରନ୍ତୁ

  • This field is for validation purposes and should be left unchanged.
  • This field is hidden when viewing the form

ଦୟାକରି ଧ୍ୟାନ ଦିଅନ୍ତୁ ଯେ ମାଗଣା ଇ-ବୁକ୍ କେବଳ ଭାରତ, ନେପାଳ ଏବଂ ଶ୍ରୀଲଙ୍କାରେ ଡାଉନଲୋଡ୍ ପାଇଁ ଉପଲବ୍ଧ।

para-ornament

ନିଃଶୁଳ୍କ ଅଡିଓବୁକ ଡାଉନଲୋଡ଼ କରନ୍ତୁ

ଏହି ଛଅଟି ଭାରତୀୟ ଭାଷାରେ ଏହି ଆଧୁନିକ ଧର୍ମଗ୍ରନ୍ଥର ଅଡିଓ ସଂସ୍କରଣ (MP3) ମାଗଣାରେ ଶୁଣନ୍ତୁ:

ପ୍ରଶଂସାପତ୍ର

Share this on